ବନ୍ଦ କରନ୍ତୁ

ନିଯୁକ୍ତି

ନିଯୁକ୍ତି
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ, ମୁର୍ଗାବାଡି, ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଗୁଡିକରେ ଥିବା ସହାୟକ ପଦବୀ ନିମନ୍ତେ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ବନ୍ଧରେ ।

02/09/2021 17/09/2021 ଦେଖନ୍ତୁ (880 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ।ଳୟ, ମୟୂରଭଞ୍ଜ : ଜାତୀୟ ସ୍ୱାସ୍ଥ୍ୟ ମିଶନ, ମୟୂରଭଞ୍ଜ ଅଧୀନରେ ଖାଲିଥିବା ପଦବୀ ଗୁଡିକ ନିମନ୍ତେ ବିଜ୍ଞପ୍ତି

24/08/2021 04/09/2021 ଦେଖନ୍ତୁ (3 MB)
ଡିଭିଜନାଲ ଫରେଷ୍ଟ ଅଫିସର୍, କରଞ୍ଜିଆ ଡିଭିଜନ୍ : “ବିଜ୍ଞାପନ ହୋଇଥିବା ତାରିଖ ୧୯.୦୫.୨୦୨୧ ଅନୁସାରେ ତାରିଖ ୧୬ .୦୭.୨୦୨୧ ଋଖ ଦିନ ଏଫଏମୟୁ ସଂଯୋଜକ (ଅନୁ ଯୋଜନା ଓ ଜୀବିକା) ପାଇଁ ଏକ ଚୁକ୍ତିଭିତ୍ତିକ ନିଯୁକ୍ତି, ଓଡିଶା ବନାଞ୍ଚଳ ଉର୍ନୟନ ପ୍ରକଳ୍ପ, ଭାଗ ୨, କରଞ୍ଜିଆ ବନଖଣ୍ଡ ରେ ହୋଇଥିବା ସାକ୍ଷାକ୍ତକାର ପରିଚୟ ର ଉତ୍ତିନ ହୋଇଥିବା ପ୍ରଥୀ ଙ୍କ ନାମ କ୍ରମିକ ଅନୁସାରେ ପ୍ରକାଶ କରାଗଲା”

19/07/2021 19/08/2021 ଦେଖନ୍ତୁ (6 MB)
“ବିଜ୍ଞାପନ ସଂଖ୍ୟା ୧୭୧୧/ସଂସ୍ଥାପନା ବିଭାଗ ତା ୨୪/୦୬/୨୦୨୧ ରିଖ ମୟୂରଭଞ୍ଜ ଜିଲ୍ଲା ର କନିଷ୍ଠ ସହାୟକ-୨୦୧୮ ପଦବୀ ନିମନ୍ତେ ମୂଳ କାଗଜାତ ଯାଞ୍ଚ ସମ୍ବନ୍ଧରେ ।”

“ବିଜ୍ଞାପନ ସଂଖ୍ୟା ୧୭୧୧/ସଂସ୍ଥାପନା ବିଭାଗ ତା ୨୪/୦୬/୨୦୨୧ ରିଖ ମୟୂରଭଞ୍ଜ ଜିଲ୍ଲା ର କନିଷ୍ଠ ସହାୟକ-୨୦୧୮ ପଦବୀ ନିମନ୍ତେ ମୂଳ କାଗଜାତ ଯାଞ୍ଚ ସମ୍ବନ୍ଧରେ।”

25/06/2021 16/07/2021 ଦେଖନ୍ତୁ (1 MB)
ଡିଭିଜନାଲ ଫରେଷ୍ଟ ଅଫିସର୍, କରଞ୍ଜିଆ ଡିଭିଜନ୍ : ଓଡିଶା ଫରେଷ୍ଟ୍ରି ସେକ୍ଟର ବିକାଶ ପ୍ରୋଜେକ୍ଟ-୨ ପାଇଁ ଏଫଏମୟୁ କୋର୍ଡିନେଟର (ମାଇକ୍ରୋ ଯୋଜନା ଏବଂ ଜୀବିକା ସହାୟତା) ର ଚୁକ୍ତିନାମା ପାଇଁ ବିଜ୍ଞାପନ

19/05/2021 03/06/2021 ଦେଖନ୍ତୁ (506 KB)
ଜିଲ୍ଲା ଜରୁରୀକାଳୀନ ବିଭାଗ, ମୟୂରଭଞ୍ଜ : “ଅସ୍ଥାୟୀ ଡଙ୍ଗା ଚାଳକ ଏବଂ ଖଲାସି ପଦବୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ”

08/05/2021 17/05/2021 ଦେଖନ୍ତୁ (56 KB)
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟIଳୟ, ମୟୂରଭଞ୍ଜ, ବାରିପଦା (ପରିସଂଖ୍ୟାନ ଶାଖା) : ଅବସରପ୍ରାପ୍ତ କର୍ମଚାରୀଙ୍କ (ସର୍ଭେୟର) ପୁନର୍ବାର ନିଯୁକ୍ତି ନିମନ୍ତେ ବିଜ୍ଞାପନ I 30/04/2021 10/05/2021 ଦେଖନ୍ତୁ (2 MB)
ଅଧିକ୍ଷକଙ୍କ କାର୍ଯ୍ୟାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବାରିପଦା, ମୟୂରଭଞ୍ଜ :, କୋଭିଡ ୧୯ ନିମନ୍ତେ ଦୈନିକ ଭିତ୍ତିକ ଲ୍ୟାବ ଟେକନିସିଆନ ନିଯୁକ୍ତି ବିଜ୍ଞପ୍ତି ନଂ. ୧୨୬୧ ତାରିଖ. ୨o /୦୪/୨୦୨୧

21/04/2021 26/04/2021 ଦେଖନ୍ତୁ (2 MB)
ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ମୟୂରଭଞ୍ଜ, ବାରିପଦା : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରୟୋଜିତ ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା “ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଔପଚାରିକରଣ” ଅନ୍ତର୍ଗତ ଜିଲ୍ଲା ସଂଶାଧକ ବ୍ୟକ୍ତି ଙ୍କର ନିୟୋଜନ/ତାଲିକା କରଣ ପାଇଁ ଆବେଦନ ପାତ୍ର ଆହ୍ଵାନ ନିମନ୍ତେ ।

06/04/2021 19/04/2021 ଦେଖନ୍ତୁ (829 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ।ଳୟ, ମୟୂରଭଞ୍ଜ : ଜାତୀୟ ସ୍ୱାସ୍ଥ୍ୟ ମିଶନ, ମୟୂରଭଞ୍ଜ ଅଧୀନରେ ଖାଲିଥିବା ପଦବୀ ଗୁଡିକ ନିମନ୍ତେ ବିଜ୍ଞପ୍ତି

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ।ଳୟ, ମୟୂରଭଞ୍ଜ : ଜାତୀୟ ସ୍ୱାସ୍ଥ୍ୟ ମିଶନ, ମୟୂରଭଞ୍ଜ ଅଧୀନରେ ଖାଲିଥିବା ପଦବୀ ଗୁଡିକ ନିମନ୍ତେ ବିଜ୍ଞପ୍ତି

07/04/2021 13/04/2021 ଦେଖନ୍ତୁ (3 MB)