ବନ୍ଦ କରନ୍ତୁ

ନିଯୁକ୍ତି

ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ।ଳୟ, ମୟୂରଭଞ୍ଜ : ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସଂସ୍ଥା ଭିତ୍ତିକ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ ସମ୍ବନ୍ଧୀୟ ସୂଚନା – ଉକ୍ତ ସୂଚନା ର ନିର୍ଦ୍ଧାରିତ ସମୟ ବଦଳିବା ସମ୍ବନ୍ଧରେ ସୂଚନା

18/08/2018 25/08/2018 ଡାଉନଲୋଡ୍ (475 KB)
ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସର୍ବ ଶିକ୍ଷା ଅଭିଯାନ, ମୟୂରଭଞ୍ଜ, ମୁର୍ଗାବାଡି, ବାରିପଦା ମୟୂରଭଞ୍ଜରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ହିସାବରକ୍ଷକ, ସାମୟିକ ଶିକ୍ଷୟତ୍ରୀର (ଇଂରାଜୀ/ସଂସ୍କୃତ/ବିଜ୍ଞାନ ଓ ଗଣିତ) ବୈଧ ଏବଂ ଅବୈଧ ତାଲିକା ପ୍ରକାଶ କରାଯାଉଅଛି।

ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସର୍ବ ଶିକ୍ଷା ଅଭିଯାନ, ମୟୂରଭଞ୍ଜ, ମୁର୍ଗାବାଡି, ବାରିପଦା
ମୟୂରଭଞ୍ଜରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ହିସାବରକ୍ଷକ, ସାମୟିକ ଶିକ୍ଷୟତ୍ରୀର (ଇଂରାଜୀ/ସଂସ୍କୃତ/ବିଜ୍ଞାନ ଓ ଗଣିତ) ବୈଧ ଏବଂ ଅବୈଧ ତାଲିକା ପ୍ରକାଶ କରାଯାଉଅଛି।

10/08/2018 25/08/2018 ଡାଉନଲୋଡ୍ (2 MB)
ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ ପ୍ରସ୍ତାବିତ ଚୟନଭିତ୍ତିକ ମେଧାବୀ ତାଲିକା, ସୂଚନା ନଂ. ୩୨୯୫, ତା .୦୪.୦୮.୨୦୧୮ ରିଖ

09/08/2018 20/08/2018 ଡାଉନଲୋଡ୍ (695 KB)
ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସର୍ବ ଶିକ୍ଷା ଅଭିଯାନ, ମୟୂରଭଞ୍ଜ. ମୟୂରଭଞ୍ଜ ଜିଲ୍ଲା ଅଧୀନରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖାଲିପଡିଥିବା ସାମୟିକ କ୍ରୀଡା ଓ କଳା ଶିକ୍ଷକ ଏବଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟରେ ଖାଲିପଡିଥିବା ହିସାବରକ୍ଷକ ତଥା ସହାୟକ କର୍ମଚାରୀ ଏବଂ ତଥ୍ୟ ପରିଚାଳନା ତଥା ଯୋଜନା ସଂଯୋଜକ ନିୟୋଜନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଅଛି।

03/08/2018 19/08/2018 ଡାଉନଲୋଡ୍ (2 MB)
ସଂରକ୍ଷଣ କର