ବନ୍ଦ କରନ୍ତୁ

ପ୍ରଶାସନିକ ବ୍ୟବସ୍ଥା

ମୟୂରଭଞ୍ଜ ଜିଲ୍ଲା ପୂର୍ବ ଭାରତ ରେ ଅବସ୍ଥିତ ଓଡିଶା ରାଜ୍ୟ ର ୩୦ ଗୋଟି ଜିଲ୍ଲା ମଧ୍ୟରୁ ଆୟତନ ରେ ସବୁଠୁ ବଡ ଜିଲ୍ଲା ଅଟେ | ‘ବାରିପଦା ସହର ‘ ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ଅଟେ | ୨୦୧୧ ର ଜନଗଣନା ଅନୁସାରେ ଗଞ୍ଜାମ ଓ କଟକ ଜିଲ୍ଲା ପରେ ଓଡିଶା ରେ ଜନସଂଖ୍ୟା ରେ ତୃତୀୟ ବଡ ଜିଲ୍ଲା ଅଟେ | ମୟୂରଭଞ୍ଜ ଜିଲ୍ଲା ୩୯୬୬ ଗ୍ରାମ , ୪୦୪ ଗ୍ରାମ ପଞ୍ଚାୟତ , ୨୬ ତହସିଲ, ୨୬ ବ୍ଲକ, ୨ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ( ଉଦଳା, କରଞ୍ଜିଆ ), ୨ ପୌରପାଳିକା(ବାରିପଦା ,ରାଇରଙ୍ଗପୁର ) ଏବଂ ୩୨ ଥାନା କୁ ନେଇ ଗଠିତ |

ଜିଲ୍ଲା ସମ୍ପୂର୍ଣ  ପରିସଂଖ୍ୟାନ :

ଜିଲ୍ଲା ର ଭୌଗଳିକ ଓ ଜନସଂଖ୍ୟା ବିବରଣୀ
ବର୍ଣ୍ଣନା ସଂଖ୍ୟା
ଭୌଗଳିକ କ୍ଷେତ୍ର ୧୦,୪୧୮ ଵର୍ଗ କି.ମି
ଜନସଂଖ୍ୟା(୨୦୧୧ ଜନଗଣନା) ସର୍ବ ମୋଟ : ୨,୫୧୯,୭୩୮
ପୁରୁଷ  : ୧,୨୫୬,୨୧୩
ମହିଳା : ୧,୨୬୩,୫୨୫
ଅନୁସୂଚିତ ଜାତି : ୧୮୪,୬୮୨
ଅନୁସୂଚିତ  ଜନଜାତି: ୧,୪୭୯,୫୭୬
ଅନ୍ୟାନ୍ୟ ପଛୁଆ ବର୍ଗ :  ୮୫୫,୪୮୦
ଜିଲ୍ଲା ର ପ୍ରସାଶନିକ ବିବରଣୀ
ବର୍ଣ୍ଣନା ସଂଖ୍ୟା
ଉପଖଣ୍ଡ ସଂଖ୍ୟା: :
ତହସିଲ ସଂଖ୍ୟା: ୨୬
ପୌରପାଳିକା ସଂଖ୍ୟା:
ବିଜ୍ଞ୍ୟାପିତ  ଅଞ୍ଚଳ ପରିଷଦ ସଂଖ୍ୟା :
ବ୍ଲକ ସଂଖ୍ୟା: ୨୬
ଥାନା ସଂଖ୍ୟା : ୩୨
ଗ୍ରାମ ପଞ୍ଚାୟତ ସଂଖ୍ୟା : ୪୦୪
ଗ୍ରାମ ସଂଖ୍ୟା : ୩୯୬୬
ପୌରପାଳିକା/ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ
କ୍ର .ସଂ ନାମ
ବାରିପଦା (ପୌରପାଳିକା)
ରାଇରଙ୍ଗପୁର(ପୌରପାଳିକା)
କରଞ୍ଜିଆ(ବିଜ୍ଞ୍ୟାପିତ  ଅଞ୍ଚଳ ପରିଷଦ)
ଉଦଳା (ବିଜ୍ଞ୍ୟାପିତ  ଅଞ୍ଚଳ ପରିଷଦ)