ବନ୍ଦ କରନ୍ତୁ

କିଭଳି ପହଁଞ୍ଚିବେ

ଆକାଶ ପଥ:

ବାରିପଦା ରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଦମଦମ (କଲିକତା ) ବିମାନ ବନ୍ଦର ଓ ୨୭୦ କିଲୋମିଟର ଦୂରରେ ଭୁବନେଶ୍ୱର ବିମାନ ବନ୍ଦର ଅବସ୍ଥିତ |

ରେଳପଥ:

ବାରିପଦା ରେ ଥିବା ରେଳ ଲାଇନ ଅନେକ ସହର ସହିତ ସଂଯୁକ୍ତ ଯଥା ବାଲେଶ୍ୱର, ଭୁବନେଶ୍ୱର , କଲିକତା ,ଜାମଶେଦପୁର ଏବଂ କଟକ |

ସଡ଼କ ପଥ:

ବାରିପଦା ଠାରୁ ୬୦ କିଲୋମିଟର ଦୂରରେ ବାଲେଶ୍ୱର, ୧୦୩ କିଲୋମିଟର ଦୂରରେ ଖଡ଼ଗପୁର, ୧୬୩ କିଲୋମିଟର ଦୂରରେ ଜାମଶେଦପୁର, ୨୩୧ କିଲୋମିଟର ଦୂରରେ କଟକ, ୨୫୫ କିଲୋ ମିଟର ଦୂରରେ ଭୁବନେଶ୍ୱର ଏବଂ ୩୬୫ କିଲୋମିଟର ଦୂରରେ ରାଉରକେଲା ଅବସ୍ଥିତ | ଏହାଛଡା ଆହୁରି ଅନେକ ଗୁଡିଏ ସହର ସହିତ ଜଡିତ ଯଥା ସମ୍ବଲପୁର, ପୁରୀ, ବଲାଙ୍ଗୀର, ଭଦ୍ରକ, ଝାଡ଼ଗ୍ରାମ,ଅନୁଗୁଳ, ରାଞ୍ଚି ଯାହାକି ରାଜ୍ୟ ପରିବହନ ବିଭାଗ ଏବଂ ବେସରକାରୀ ପରିବହନ ବିଭାଗ ସହିତ ଜଡିତ |