ଜନସଂଖ୍ୟା ତତ୍ତ୍ଵ
ମୟୂରଭଞ୍ଜ ଜିଲ୍ଲା ଜନସଂଖ୍ୟା ତତ୍ତ୍ଵ :
ବର୍ଣ୍ଣନା | ସଂଖ୍ୟା |
---|---|
ଭୌଗଳିକ କ୍ଷେତ୍ର | ୧୦,୪୧୮ ଵର୍ଗ କି.ମି |
ଜନସଂଖ୍ୟା(୨୦୧୧ ଜନଗଣନା) ସର୍ବ ମୋଟ : | ୨,୫୧୯,୭୩୮ |
ଜନସଂଖ୍ୟା ଘନତ୍ଵ | ୨୧୩ (ପ୍ରତି ଵର୍ଗ କି.ମି) |
ପୁରୁଷ : | ୧,୨୫୬,୨୧୩ |
ମହିଳା : | ୧,୨୬୩,୫୨୫ |
ଅନୁସୂଚିତ ଜାତି : | ୧୮୪,୬୮୨ |
ଅନୁସୂଚିତ ଜାତି ପୁରୁଷ : | ୯୨,୧୨୭ |
ଅନୁସୂଚିତ ଜାତି ମହିଳା : | ୯୨,୫୫୫ |
ଅନୁସୂଚିତ ଜନଜାତି: | ୧,୪୭୯,୫୭୬ |
ଅନୁସୂଚିତ ଜନଜାତି ପୁରୁଷ : | ୭୩୦,୪୮୭ |
ଅନୁସୂଚିତ ଜନଜାତି ମହିଳା : | ୭୪୯,୦୮୯ |
ସାକ୍ଷରତା: | ୧,୩୬୯,୩୯୭ |
ସାକ୍ଷର ପୁରୁଷ : | ୭୯୪,୧୭୧ |
ସାକ୍ଷର ମହିଳା: | ୫୭୫,୨୨୬ |
ନିରକ୍ଷର : | ୧,୧୫୦,୩୪୧ |
ନିରକ୍ଷର ପୁରୁଷ: | ୪୬୨,୦୪୨ |
ନିରକ୍ଷର ମହିଳା: | ୬୮୮,୨୯୯ |