ପର୍ଯ୍ୟଟନ ଗାଇଡ
- ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ, ବାରିପଦା (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ), ବିଜ୍ଞାପନ ସଂଖ୍ୟା ୭୨୬/ଡି.ଡବ୍ଲୁ.ଓ., ତା ୧୫.୦୨.୨୦୧୯, ମୟୂରଭଞ୍ଜ ଜିଲ୍ଲାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସହରାଞ୍ଚଳ ଶିକ୍ଷା ଯୋଜନା (ଅନ୍ବେଷା)ରେ ଚଳିତ ଶିକ୍ଷାବର୍ଷ ୨୦୧୯- ୨୦ ପାଇଁ ଚୟନ ନିମନ୍ତେ ଦରଖାସ୍ତ ଫର୍ମ ଅଭିଭାବକ ମାନଙ୍କ ଠାରୁ ଆହ୍ଵାନ କରାଯାଉଅଛି
- ସମନ୍ନିତ ଆଦିବସୀ ଉନ୍ନୟନ ସଂସ୍ଥା : ବାରିପଦା ,ସୂଚନା ପ୍ରାପ୍ତି ଅଧିକାର ଆଇନ – ୨୦୦୫
- ପାହାଡି ଖଡ଼ିଆ ଓ ମାଙ୍କିଡିଆ ଉନ୍ନୟନ ସଂସ୍ଥା , ଯଶିପୁର , ମୟୂରଭଞ୍ଜ: ଚଠି ସଂଖ୍ୟା – ୧୨୬୬ ତା-୨୩.୦୨.୨୦୧୯, ଯଶିପୁର ମଣ୍ଡଳ ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମପଞ୍ଚାୟତର ପାଲଗୁଡା ଗ୍ରାମରେ , ମାଟିଆଗଡ ଗ୍ରାମପଞ୍ଚାୟତର ମାଟିଆଗଡ ଗ୍ରାମରେ, ଗୁଡ଼ୁଗୁଡ଼ିଆ ଗ୍ରାମପଞ୍ଚାୟତର ଗୁଡ଼ୁଗୁଡ଼ିଆ ଗ୍ରାମରେ, ଅସ୍ତକୁଅଁର ଗ୍ରାମପଞ୍ଚାୟତର ଅସ୍ତକୁଅଁର ଗ୍ରାମରେ ଗୋଷ୍ଠି କେନ୍ଦ୍ର ନିର୍ମାଣ କାର୍ଯ୍ୟ
- ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଞ୍ଜ: ଟେଣ୍ଡର ସଂଖ୍ୟା-୭୬୩/ ତା ୧୯.୦୨.୨୦୧୯/, ବର୍ଷ ୨୦୧୮-୧୯ ଓ ୨୦୧୯-୨୦ ପାଇଁ ୧. ଚିକିତ୍ସା ଜନିତ ଯନ୍ତ୍ରାଂଶ, ଉପକରଣ ଏବଂ ଆସବାପତ୍ର, ୨. କୋମ୍ପୁଟର ସାମଗ୍ରୀ ଯୋଗାଣ ନିମନ୍ତେ, ୩.ଅଫିସ ଷ୍ଟେସିନାରୀ ଯୋଗାଣ ନିମନ୍ତେ , ୪. ବୈଠକ ପାଇଁ ଖାଦ୍ୟ ଯୋଗାଣ ନିମନ୍ତେ ବିଜ୍ଞାପନ
- ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ମୟୂରଭଞ୍ଜଙ୍କ ବାରିପଦା: ଜିଲା ପ୍ରଶାସନ, ମୟୂରଭଞ୍ଜଙ୍କ ଦ୍ଵାରା ବାରିପଦା ଠାରେ ଭାରତୀୟ ବାୟୁସେନାରେ GROUP-‘Y’ ପଦବୀରେ ଯୋଗଦାନ ନିମନ୍ତେ ଚୟନ ପ୍ରକ୍ରିୟାର ଆୟୋଜନ ତା ୨୭.୦୨.୨୦୧୯ ରିଖ ଠାରୁ ତା ୦୩.୦୩.୨୦୧୯ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି।
- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବାରିପଦା , ମୟୂରଭଞ୍ଜ : ଭ୍ରମ ସଂଶୋଧନ ସଂଖ୍ୟା-୧୬୨୨ ତା. ୧୮.୦୨.୨୦୧୯ ବିଜୁ ପକ୍କାଘର ଯୋଜୋନା ଲୋଗୋ ରେ ଟେନ୍ଡର ଆହ୍ୱାନ ସଂଖ୍ଯା- ୦୨ ତା ୦୫.୦୨.୨୦୧୯ ଅନ୍ତର୍ଗତ ଆଂଶିକ ସଂଶୋଧୋନ ନିମନ୍ତେ।
- ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ, ବାରିପଦା (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ) : ବିଜ୍ଞାପନ ସଂଖ୍ୟା, ୭୯୫/ଜି. ମ . ଅ. ତା ୧୮.୦୨.୨୦୧୯ “ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟ ଗୁଡିକରେ ଶିକ୍ଷା ସହାୟକ ପଦବୀ ପୂରଣ ନିମନ୍ତେ ପୂର୍ବ ପ୍ରକାଶିତ ବିଜ୍ଞାପନ ସଂଖ୍ୟା. ୩୯୫୧, ତା.୧୬.୦୭.୨୦୧୮ଜବାବରେ ଆବେଦନ କରିଥିବା ପ୍ରାର୍ଥୀନୀଙ୍କ “କାରଣ ସହ ଖାରଜ ତାଲିକା” ର ପ୍ରକାଶନ I
- ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଞ୍ଜ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମ୍ୱନ୍ଧୀୟ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଇଂରାଜୀ )
- ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଞ୍ଜ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ୟୋଜନା ସମ୍ୱନ୍ଧୀୟ ବାରମ୍ଵାର ପଚାର ଯାଉଥିବା ପ୍ରଶ୍ନ
- ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଞ୍ଜ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ୟୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା
- ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ର ବାର୍ଷିକ କାର୍ଯ୍ୟ ସୂଚୀ ୨୦୧୮-୧୯ ସ୍ୱାସ୍ଥ୍ୟଦଳ-୨
- ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ର ବାର୍ଷିକ କାର୍ଯ୍ୟ ସୂଚୀ ୨୦୧୮-୧୯ ସ୍ୱାସ୍ଥ୍ୟଦଳ-୧